ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୧)

ଅନଲାଇନ କାରବାରରୁ ହେଉଥିବା ଠକେଇ ପାଇଁ ସଚେତନତା ସୃଷ୍ଟି କରିବାକୁ ଭୁବନେଶ୍ୱର ପିଏମଜି ରାସ୍ତା ପାର୍ଶ୍ଵ ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରକାର

 

ଆରଟିଇ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଆରମ୍ଭ