ଓଡ଼ିଶା: ଆଜିର ଫଟୋ ( ୨୪ ଏପ୍ରିଲ, ୨୦୨୬ )

ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ‘ନୃତ୍ୟ ପ୍ରଜନ ଉତ୍ସବ’ ଆୟୋଜିତ

 

ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଛକ ନିକଟରେ ଜଣେ କୁମ୍ଭାର ମାଟି ପାତ୍ରରେ ଟ୍ୟାପ୍ ଲଗାଉଛନ୍ତି

 

ପୁରୀ ବେଳାଭୂମିରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିବା ପରେ ନିଜ ମାଛ ଧରା ଡଙ୍ଗାକୁ ଟ୍ରାକ୍ଟର ସହାୟତାରେ କୂଳକୁ ଆଣୁଛନ୍ତି

 

📲 Follow Dharitri – Odisha’s No.1 Odia Daily 📰✨