ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୩ )

ବାଲିଯାତ୍ରା ତଳ ପଡିଆ ଗଡଗଡିଆ ଘଟ ମହାନଦୀ ତଟ ପାର୍ଶ୍ୱରେ ନିର୍ମିତ ସିମେଣ୍ଟ ଚଟାଣ ପାହାଚ ଭୁଶୁଡି ପଡିଛି

ମନସିଂହପାଟଣା ଅଞ୍ଚଳରେ ପ୍ରାବଣ ଋତୁ କୁ ନେଇ ଦେବା ଦେବୀ ଙ୍କ ପାଇଁ କାରିଗର ଙ୍କ ଦ୍ୱାରା ଗଢା ଚାଲିଛି ଚାନ୍ଦି ମୁକୁଟ

ଝାରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ମାଟି ଅନୁକୂଳ ପାଇଁ ବାହାରିଥିବା ପ୍ରୋସେସନ

ବିଧାନସଭାର କଡା ସୁରକ୍ଷା ପେଇଁ ଡିସିପି ପ୍ରତୀକ ସିଂ ପିଏମଜି ରୋଡରେ କଡା ସୁରକ୍ଷାକୁ ଯାଞ୍ଚ କରୁଛନ୍ତି