ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

ପୁରୀ ଭଗବାନ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଗୋବର୍ଦ୍ଧନ ପୀଠରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କରୁଛି

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ CineCreative ପକ୍ଷରୁ ‘ଆଶା ନାଇଟ’ ଆୟୋଜିତ

 

 

କଟକ ବାରବାଟୀ ପ୍ୟାଲେସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଅନୁଷ୍ଠିତ

 

 

 

📲 Follow Dharitri – Odisha’s No.1 Odia Daily 📰✨