ଓଡ଼ିଶା: ଆଜିର ଫଟୋ (ଜୁନ ୧, ୨୦୨୧)

କଟକ କଲେଜ ଛକ ରାସ୍ତା ପାର୍ଶ୍ଵରେ ଜାମୁକୋଳି କିଣୁଛନ୍ତି ଗ୍ରାହକ

 

କଟକ ମାଲଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି ଯାନବାହନ ପ୍ରବେଶ ଲାଗି କଟକଣା

 

 

ଲକଡାଉନ ପାଇଁ ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ ନିକଟରେ ପୋଲିସ ଚେକିଂ