ଓଡ଼ିଶା: ଆଜିର ଫଟୋ (୧୯ ଜୁନ୍, ୨୦୨୬)

ଭୁବନେଶ୍ୱର ସ୍ଥିତ ଆଦିବାସୀ ପଡ଼ିଆ ସମୁଖରେ ଜଣେ ବୃଦ୍ଧ ବାଉଁସରେ ଝୁଡ଼ି ତିଆରି କରୁଛନ୍ତି

 

ଭୁବନେଶ୍ୱର ସ୍ଥିତ Unit 1 ଜଗନ୍ନାଥ ବସ୍ତି, ୱାର୍ଡ ନଂ ୪୦ରେ କାରିଗରମାନେ ରଥ କାଠ ଅନୁକୂଳ ପରେ ଚକ ତିଆରି କରୁଛନ୍ତି

 

ରାଜଧାନୀ ରାଜମହଲ ଛକରେ ମୌସୁମୀ ବର୍ଷା ବେଳର ଦୃଶ୍ୟ

📲 Follow Dharitri – Odisha’s No.1 Odia Daily 📰✨