ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୧)

ଜଣେ ଗ୍ରାହକ ଦୀପାବଳି ପର୍ବ ପୂର୍ବରୁ କଟକ ଠାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପ୍ରତିମା କିଣୁଛନ୍ତି

କଟକ ନୟାସଡ଼କ ଛକରେ ଜଣେ ମହିଳା ଦୀପାବଳି ପର୍ବ ପାଇଁ ଆଗରୁ ମାଟିଦୀପ କିଣୁଛନ୍ତି

କଟକର ଶେଖ ବଜାର ମଣ୍ଡପଠାରେ ଜଣେ କାରିଗର ମା ଶ୍ୟାମାକାଳୀ ମାଟି ପ୍ରତିମା ପ୍ରସ୍ତୁତ କରୁଛନ୍ତି