ଓଡ଼ିଶା: ଆଜିର ଫଟୋ (୧୫ ଜୁଲାଇ, ୨୦୨୬)

ରଥଖଳାରୁ ଟଣା ହୋଇ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଲା ତିନି ରଥ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ‘ତ୍ରିଧାରା’ ପକ୍ଷରୁ ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ

 

 

କଟକ ଦରଘାବଜାରସ୍ଥିତ ନେତାଜୀ ସ୍ମାରକୀ ପରିସରରେ ରଥଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସିଦ୍ଧାର୍ଥ ବେହେରାଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳାକୃତି

 

 

 

ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର

 

 

📲 Follow Dharitri – Odisha’s No.1 Odia Daily 📰✨