ଓଡ଼ିଶା: ଆଜିର ଫଟୋ (୧୨ ମେ ୨୦୨୬)

ଭୁବନେଶ୍ୱରସ୍ଥିତ ବିନ୍ଦୁସାଗରରେ ପାଣିରେ ବିଚରଣ କରୁଛନ୍ତି ବତକ ଯୋଡ଼ି

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୃତ୍ୟାୟନ ପକ୍ଷରୁ ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀରେ ବିଧାନସଭାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି

ଭୁବନେଶ୍ୱରସ୍ଥିତ ଭଞ୍ଜକଳାମଣ୍ଡପରେ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ ପକ୍ଷରୁ ନୃତ୍ୟ ସଙ୍ଗୀତ ଉତ୍ସବ ଆୟୋଜିତ