ଓଡ଼ିଶା: ଆଜିର ଫଟୋ (୧୨ ଜୁନ୍, ୨୦୨୬)

ବିଜୁ ପଟ୍ଟନାୟକ ଫିଲ୍ମ ଓ ଟିଭି ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମ୍‌ରେ ସମ୍ମାନିତ ପକ୍ଷରୁ ଆୟୋଜିତ ରଜ ଉତ୍ସବ ପାଳନ ଅବସରରେ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କୁ ସମ୍ମାନିତ କରାଯିବା ଅବସରରେ ଉପସ୍ଥିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

 

 

📲 Follow Dharitri – Odisha’s No.1 Odia Daily 📰✨