ଓଡ଼ିଶା: ଆଜିର ଫଟୋ (୧୨ ଅଗଷ୍ଟ, ୨୦୨୪)

ଶ୍ରାବଣ ମାସ ସୋମବାରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଜଳଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

 

 ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୁପୁର ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ମଲ୍ଲହାର-୨୦୨୪’ରେ ପରିବେଷିତ ଓଡ଼ିଶୀ ନୃତ୍ୟ

 

  ଭୁବନେଶ୍ୱରସ୍ଥିତ ସୂଚନା ଭବନରେ OASMEର ୩୮ତମ ବାର୍ଷିକ କନ୍ଭେନସନରେ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ

 

କଟକ ସିଡିଏ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ହଲରେ ୫ମ ଓଡ଼ିଶା ଷ୍ଟେଟ ଇଣ୍ଟର ସ୍କୁଲ ଏବଂ ୨୯ତମ YGTTA ଷ୍ଟେଟ ରାଙ୍କିଙ୍ଗ ଟେବଲ ଟେନିସ ଚାମ୍ପିଅନସିପର ଉଦଘାଟନୀ ସମାରୋହ ଅନୁଷ୍ଠିତ

 

କଟକ କଲେଜ ଛକସ୍ଥିତ ପିଲଗ୍ରିମ ରୋଡରେ କଟକ ମହାନଗର ନିଗମ ପକ୍ଷରୁ ଏକାଧିକ ବେଆଇନ ନିର୍ମାଣ ତଥା ଜବରଦଖଲ ଉଚ୍ଛେଦ କରାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ରଜନୀରେ ନୃତ୍ୟ ପରିବେଷଣ ଭକ୍ତ ସମ୍ମିଳନୀ ପାଇଁ ନିଗମାନନ୍ଦ ଭକ୍ତମାନେ ଶୋଭାଯାତ୍ରାରେ ଯାଉଛନ୍ତି ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ ( ୨୮ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ରଜନୀରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ସମସ୍ତ ଅତିଥିଙ୍କ ଦ୍ୱାରା ସମୁଦ୍ର ଆଳତୀ         ଭୁବନେଶ୍ୱର ଓ…

ଓଡ଼ିଶା: ଆଜିର ଫଟୋ ( ୨୭ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳା ଭୂମି ମହୋତ୍ସବର ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ       ଭୁବନେଶ୍ୱର PMG ରୋଡରେ କମିଶନରେଟ୍ ଟ୍ରାଫିକ୍ ପୋଲିସ୍ ପକ୍ଷରୁ ହେଲମେଟ୍ ଚେକିଂ…

ଓଡ଼ିଶା: ଆଜିର ଫଟୋ (୨୬ ଜନୁଆରୀ, ୨୦୨୬ )

ରାଜଧାନୀରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପୁରୀ ଇନ୍ଦୋର ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି

ଓଡ଼ିଶା: ଆଜିର ଫଟୋ ( ୨୪ ଜାନୁଆରୀ, ୨୦୨୬ )

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଗଣତନ୍ତ୍ର ଦିବସ ପୂର୍ବରୁ ରାଜ୍ୟସ୍ତରୀୟ ପ୍ୟାରେଡ ଅଭ୍ୟାସ       କଟକ ବକ୍ସିବଜାରସ୍ଥିତ ଜେନେରାଲ୍ ପୋଷ୍ଟ ଅଫିସ୍ ପରିସରରେ, ଓଡ଼ିଶା ଫିଲାଟେଲିକ୍…

ଓଡ଼ିଶା: ଆଜିର ଫଟୋ (୨୨ ଜନୁଆରୀ, ୨୦୨୬ )

ରାତି ପାହିଲେ ମାଁ ବାଗ୍ଦେବୀଙ୍କ ପୂଜା ଆରମ୍ଭ ହେଲା। ୟୁନିଟ୍–୧ ହାଟରେ ଲୋକମାନେ ମାଁ ସରସ୍ୱତୀଙ୍କ ମୂର୍ତ୍ତି ପୂଜା ପାଇଁ ନେଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୧ ଜାନୁଆରୀ, ୨୦୨୬ )

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟର ବାହାର ଷ୍ଟଲରେ ସରସ୍ୱତୀ ପୂଜା ଉପଲକ୍ଷେ ଲୋକମାନେ ସରସ୍ୱତୀଙ୍କ ପ୍ରତିମା କିଣୁଛନ୍ତି       କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ…

ଓଡ଼ିଶା: ଆଜିର ଫଟୋ ( ୨୦ ଜାନୁଆରୀ, ୨୦୨୬ )

ଭୁବନେଶ୍ୱର ପିଏମଜି ଆଇଜି ପାର୍କ ସମ୍ମୁଖରେ ଟ୍ରାଫିକ୍ ପୋଲିସ ଦ୍ୱାରା ବିନା ହେଲମେଟ୍ ଏବଂ ନମ୍ବର ପ୍ଲେଟ୍ ଚେକିଂ କରାଯାଉଛି         ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri