ଓଡ଼ିଶା: ଆଜିର ଫଟୋ ( ୧୧ ଜୁଲାଇ , ୨୦୨୫ )

ଶ୍ରାବଣ ମାସରେ ଜଳ ଲାଗି ନେଇ ବିଭିନ୍ନ ଶୈବ ପୀଠକୁ ଗଡଗଡିଆ ଘାଟ ମହାନଦୀ ତଟରୁ ଜଳ ନେଇ ବାହାରିଥିବା କାଉଡିଆ

ବରମୁଣ୍ଡା ପଡିଆରେ ଜାତୀୟ କଂଗ୍ରେସର ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ସମାବେଶ