ଓଡ଼ିଶା: ଆଜିର ଫଟୋ ( ୧୦ ମେ ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟ୍ୟଧାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ କଲଚରାଲ୍ ଆସୋସିଏସନ୍, ସମ୍ବଲପୁରର ଶିଳ୍ପୀମାନେ ନାଟକ ପରିବେଷଣ କରୁଛନ୍ତି

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲକ୍ଷ୍ୟ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ୍ ଫେଷ୍ଟିଭାଲର ୫ମ ବାର୍ଷିକ ଉତ୍ସବ ପାଳନ

 

 

 

📲 Follow Dharitri – Odisha’s No.1 Odia Daily 📰✨