ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୮, ୨୦୨୦)

ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ

ରବିବାର ଭୁବନେଶ୍ୱରେ ବର୍ଷାର ଦୃଶ୍ୟ

ଭୁବନେଶ୍ୱର ରେଳଷ୍ଟେଶନର ରେଳ ଧାରଣାରେ ୨ ଜଣ ଯୁବକ ଚାଲି ଚାଲି ଯାଉଛନ୍ତି

ରାଜମହଲ ଛକରେ ଜଣେ ବାଇକ ଚାଳକ ବିନା ହେଲମେଟରେ ଯାଉଥିବାବେଳେ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ କରୁଛି।