ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୦ , ୨୦୨୦)

     କଟକ କୁମ୍ଭାରସାହି ଅଞ୍ଚଳରେ ଜଣେ ଶିଳ୍ପୀ ଗଣେଶ ମୂର୍ତ୍ତି ଗଢୁଛନ୍ତି।

କଟକ କଲେଜ ଛକ ରାସ୍ତାପାର୍ଶ୍ୱରେ ଜଣେ ବ୍ୟବସାୟୀ ଜାମୁକୋଳି ବିକୁଛନ୍ତି।

କଟକ ମାଲଗୋଦାମ ଓଭରବ୍ରିଜ ରାସ୍ତାପାର୍ଶ୍ୱରେ ଜଣେ ବ୍ୟବସାୟୀଙ୍କଠାରୁ ଲୋକମାନେ ମୁଢି, ଚୁଡା କିଣୁଛନ୍ତି