ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୩, ୨୦୨୧ )

ଭୁବନେଶ୍ୱରର ରାମ ମନ୍ଦିର ଖୋଲା ହେବା ପରେ ଭକ୍ତମାନେ ଦର୍ଶନ କରୁଛନ୍ତି

ଭୁବନେଶ୍ୱରର ଏକ ରାସ୍ତା କଡ଼ରେ ଲୋକମାନେ ହେଲମେଟ କିଣିବା ପାଇଁ ଲମ୍ବା ଲାଇନ କରିଛନ୍ତି

ରବିବାର ଭୁବନେଶ୍ୱରର ଜନପାଥରେ ବିକ୍ରେତା ମାନେ ରାସ୍ତା କଡ଼ରେ ଖେଳନା ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ୱରର ରାଜମହଲ ଛକରେ ହେଲମେଟ ଯାଞ୍ଚ କରାଯାଉଛି