ଓଡ଼ିଶା: ଆଜିର ଫଟୋ (ଜୁନ ୩, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଧରି ଲୋକ ମାନେ ଯାଉଛନ୍ତି

ଗୁରୁବାର ଭଉଁରୀ ଅବସର ରେ ରଥ ଚକ ରେ ପନ୍ଦାରି କଣ୍ଟା ଅନୁକୂଳ କରାଯାଇ ପ୍ରଥମ ତିନି ରଥର ୬ ଟି ଚକ ରେ ଅଖ ସଂଯୋଗ ର ଶୁଭାରମ୍ଭ କରାଯାଉଛି

ମାଲଗୋଦାମ ଓଭର ବ୍ରିଜ ରୋଡ ପାର୍ଶ୍ୱରେ ରିକ୍ସା ରଖି ବିଶ୍ରାମ ନେଉଥିବା ରିକ୍ସା ଚାଳକ