ଓଡ଼ିଶା: ଆଜିର ଫଟୋ (ମେ ୨୪, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଓ ସଉଦା କିଣି ମହିଳା ମାନେ ମୁଣ୍ଡରେ ମୁଣ୍ଡାଇ ଘରକୁ ଯାଉଛନ୍ତି

କରୋନା କଟକଣା କୁ ନ ମାନି ୟୁନିଟ ୧ ମାର୍କେଟ ରେ ପ୍ରବଳ ଭିଡ

ବାତ୍ୟା କୁ ଦୃଷ୍ଟିରେ ରଖି ଲକ୍ଷ୍ମୀସାଗର ପେଟ୍ରୋଲ ଟାଙ୍କି ରେ ଲୋକମାନେ ପେଟ୍ରୋଲ ପକାଇବା ପାଇଁ ଲୋକଙ୍କ ଲମ୍ଵାଲାଇନ

ଜନସାଧାରଣ ଲୋକ ସଚେତନ, ହେଲେ ପୋଲିସ ସଚେତନ ନାହିଁ ଶିଶୁଭବନ ଓଭର ବ୍ରିଜ ଉପରେ ଜଣେ ମହିଳା ପୋଲିସ ବିନା ହେଲମେଣ୍ଟ ରେ ଯାଉଛନ୍ତି