ଓଡ଼ିଶା: ଆଜିର ଫଟୋ (ମେ ୨୩, ୨୦୨୧)

ଭୁବନେଶ୍ୱର ର ରାଜମହଲ ଛକଠାରେ ଖାଦ୍ୟ ପାଇଁ ଲୋକମାନେ ଅପେକ୍ଷା କରିଛନ୍ତି

ସପ୍ତାହନ୍ତ ଶେଷ ଦୁଇଦିନ ବନ୍ଦ ଯୋଗୁ ଯାତ୍ରୀମାନେ ହଇରାଣ ହଉଛନ୍ତି

ପୋଖରୀପୁଟ ମଧୁସୂଦନ ପାର୍କ ସମୁଖରେ ଥିବା ଫଳ ଦୋକାନରେ ନିଆଁ ଲାଗି ଦୋକାନ ଜଳୁଛି

ତୁଳସୀପୁର ସ୍ଥିତ ମୁଖ୍ୟ ଅଗ୍ନିଶମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯିବା ରାସ୍ତା ରେ ଦୀର୍ଘ ଧରି ଜମି ରହିଥିବା ବର୍ଷା ଜଳ