ଓଡ଼ିଶା: ଆଜିର ଫଟୋ (ମେ ୩, ୨୦୨୧)

ମଦ ନେବା ପେଇଁ ରାମମନ୍ଦିର ସମୁଖରେ ଥିବା ମଦ ଦୋକାନ ରେ ଲୋକଙ୍କ ପ୍ରବଳଭିଡ

ଆଗକୁ ୧୪ ଦିନ ଲକଡାଉନ ହେବାକୁଥିବାରୁ ଖାରବେଳ ନଗର ରେ ଥିବା ଏକ ଅଟା ଦୋକାନ ରେ ଲୋକଙ୍କ ପ୍ରବଳ ଭିଡ