ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୯, ୨୦୨୧)

ସାମାଜିକ ଦୂରତା କୁ ନମାନି ୟୁନିଟ୪ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ ଟୀକା ନବା କୁ ଲୋକଙ୍କ ଭିଡ

କ୍ୟାପିଟାଲ ହସ୍ପିଟାଲରେ ମୋବାଇଲ ଦ୍ୱାରା ଆରଟିପିସିଆର ପରୀକ୍ଷା କରାଯାଉଛି