ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୯, ୨୦୨୧)

ରାଜଧାନୀରେ ପ୍ରବଳ ଖରା

ରାଜଭବନ ଛକରେ ଟ୍ରାଫିକ ର ଡ଼ଵଲ ହେଲମେଟ ଚେକିଙ୍ଗ

ଲିଙ୍ଗରାଜ ମନ୍ଦିର ର କିଛି ସେବାୟତଙ୍କ କରୋନା ପଯେଟିଭ ହେବାପରେ ମନ୍ଦିର ରେ ସାଧାରଣ ଦର୍ଶନ କୁ ବନ୍ଦ ରଖାଯାଇଛି

କୋଭିଡ ପଯେଟିଭ ସଂଖ୍ୟା ଅଧିକ ବାହାରିବାରୁ ବାହାର ରାଜ୍ୟ କୁ ଗାଡି ଚଳାଚଳ ବନ୍ଦ କରିଦିଆ ଯାଇଛି