ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୮, ୨୦୨୧)

ଜଣେ ଶିଳ୍ପୀ ରୁକୁଣା ରଥ ରେ ଚିତ୍ର ଆଙ୍କୁଛନ୍ତି

କଲେଜ ଛକ ରାସ୍ତା ପାର୍ଶ୍ୱରେ ଥିବା ଜଳ ପୁର୍ଣ କୁଣ୍ଡ ରୁ ଜଳ ପି ତୃଷା ମେଣ୍ଟାଉଥିବା ପାରା

ରସୁଲଗଡ ଏକ୍ସପ୍ଲାନେଡ ମହଲ ପାଖ ରାସ୍ତା କଡରେ ପ୍ରବଳ ପାଣି ଜମିରହିଛି

କରୋନା କୁ ନାହିଁ ଡର ବିନା ମାସ୍କ ରେ ଜଣେ ଟଲି ଚାଳକ ରାସ୍ତାରେ ଯାଉଛନ୍ତି