ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୬, ୨୦୨୧ )

ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ଦର୍ଶନ କରିବାକୁ ଯାଉଛନ୍ତି

ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଚାଲିଛି ବିଶୋଧନ କାର୍ଯ୍ୟ

ଭୁବନେଶ୍ୱର ରସୁଲଗଡ ଛକରେ ବେଲୁନ ବିକୁଛନ୍ତି ପିଲାମାନେ