ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ମ୍ୟାଚ ରେ ସ୍ପୋର୍ଟ୍ସ ହଷ୍ଟେଲ ବନାମ ସାଇ ଏସଟିସି କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ୱର ରେଲୱେ ଷ୍ଟେସନ କାନ୍ଥରେ ବିଏମସି ପକ୍ଷରୁ କାନ୍ଥରେ ଚିତ୍ର କରୁଛନ୍ତି ଜଣେ ଶିଳ୍ପୀ