ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି

କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ ପିଲା ମାନେ ଗୁଡ଼ି ଉଡାଉଛନ୍ତି

ଭୁବନେଶ୍ୱରର ୟୁନିଟ୍- ୬ ଵୃଦ୍ଧାଶ୍ରମ ଅଞ୍ଚଳରେ ଲୋକମାନେ ଏକତ୍ରିତ ହୋଇ ମକର ସଙ୍କରାନ୍ତି ପାଳନ କରୁଛନ୍ତି