ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩୦, ୨୦୨୦ )

ଭୁବନେଶ୍ୱର ଭିଏସଏସ ନଗର ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା

 

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା

 

ଭୁବନେଶ୍ୱର ଓଲ୍ଡଟାଉନ ଅଞ୍ଚଳରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି

 

ଭୁବନେଶ୍ୱର ସଚ୍ଚିବାଳୟ ମାର୍ଗରେ ଶିଳ୍ପୀ ସୁବଳ ମହାରଣାଙ୍କ ଦ୍ବାରା ନିର୍ମିତ ବାଲୁକା କଳା

 

ଭୁବନେଶ୍ୱର ବାପୁଜୀନଗରରେ ଲୋକମାନେ ସାମାଜିକ ଦୂରତା ପାଳନ କରୁନାହାନ୍ତି

 

କଟକ କାଠଗଡା ସାହିରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି ଶିଳ୍ପୀ