ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୦, ୨୦୨୦)

ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବଗ ମାନେ ଖାଦ୍ୟ ଅନୁସନ୍ଧାନରେ ଘୁରି ବୁଲୁଛନ୍ତି

ଲଗାତାର ବର୍ଷା ପରେ ନରାଜ ଡ୍ୟାମ ନିକଟରେ ପ୍ରବଳ ବନ୍ୟା ଜଳ ଦେଖାଦେଇଛି

କଟକସ୍ଥିତ ଧବଳେଶ୍ଵର ଝୁଲା ପୋଲ ତଳେ ଡଙ୍ଗା ଗୁଡିକ ରଖାଯାଇଛି

କଟକ ର କାଠଯୋଡି ନଦୀ ପାଶ୍ୱର୍ରେ ଦୁଇଜଣ ବ୍ୟକ୍ତି ମାଛ ଧରା ଜାଲ ବୁଣୁଛନ୍ତି

ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ସେମାନଙ୍କ ଟ୍ରେନକୁ ଅପେକ୍ଷା କରୁଥିବାବେଳେ ସାମାଜିକ ଦୂରତା ନିୟମକୁ ଖଣ୍ଡନ କରୁଛନ୍ତି