ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୦, ୨୦୨୦)

ଘନ କୁହୁଡି ପୁରୀର ଶ୍ରୀମନ୍ଦିରକୁ ଆଚ୍ଛାଦିତ କରି ରଖିଛି

ଘନ କୁହୁଡି କଟକର ନେତାଜୀ ସେତୁ କୁ ଘୋଡାଇ ରଖିଛି

ଭୁବନେଶ୍ୱରରେ ଘନ କୁହୁଡି ଫଳରେ ଯାନବାହାନ ଚଳାଚଳ ଅସୁବିଧା ହୋଇ ପଡିଛି

ଜଣେ ମହିଳା ବିକ୍ରେତା କଟକସ୍ଥିତ ପୁରିଘାଟ ରିଙ୍ଗ ରୋଡ୍ ଫୁଟପାଥରେ ତାଙ୍କ ବାଉଁଶ ନିର୍ମିତ ରୋଷେଇ ସରଞ୍ଜାମକୁ ବିକ୍ରି ନିମନ୍ତେ ରଖିଛନ୍ତି