ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୨, ୨୦୨୧ )

କଟକ ସିଟି ହସ୍ପିଟାଲ ପ୍ରାଚୀରକୁ ରଙ୍ଗତୂଳୀରେ ଚିତ୍ରିତ କରୁଛନ୍ତି ଶିଳ୍ପୀ

  ଭୁବନେଶ୍ୱର କଳ୍ପନା ଛକରେ ଡବଲ ହେଲମେଟ୍‍ ଚେକିଂ

କଟକ ଯୋବ୍ରା ଆନିକଟସ୍ଥିତ ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର