ଓଡ଼ିଶା: ଆଜିର ଫଟୋ (୨୩ ନଭେମ୍ବର , ୨୦୨୩ )

ପିଏମଜି ରେ କଟକ ବାଲିଯାତ୍ରା ପାଇଁ ସରକାର ଙ୍କ ତରଫରୁ ସାଧବ ବେଶରେ ପୁରୁଷ ମାନେ ବସିଛନ୍ତି

ପଞ୍ଚୁକ ବ୍ରତ କରିଥିବା ମହିଳା ମାନେ ପୁରୀ ବେଳାଭୂମି ରେ ବାଲୁକା ପୂଜା କରି ବ୍ରତ ପାଳୁଛନ୍ତି