ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୭, ୨୦୨୦)

ରାଜଧାନୀର ରାଜମହଲ ଛକରେ ଖ୍ରୀଷ୍ଟମାସ ପାଇଁ ସାଜସଜା ଜିନିଷ ବିକ୍ରି ଚାଲିଛି

ଜଣେ ବ୍ୟକ୍ତି ନିଜ ଛୁଆକୁ ପ୍ରବଳ ଖରାରେ ଏକ ଶିଶୁ-ଷ୍ଟ୍ରୋଲର୍ ଉପରେ ନେଇଯାଉଛନ୍ତି

ଭୁବନେଶ୍ୱରର ରାଜଭବନ ରାସ୍ତାରେ ଏକ ଫୁଟ ସ୍ତମ୍ଭରେ ବାଲାନ୍ସ କରୁଥିବା ଜଣେ ବାଳକ