ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୭, ୨୦୨୩ )

ପୁରୀ ମଙ୍ଗଳପୁର ରୋଡରେ ଜଣେ ଚାଷୀ ଖରାଦିନ ଧାନବିଲରେ ସାର ପକାଉଛି

ପୁରୀ ମଙ୍ଗଳାଘାଟ ବାଏପାସ କଡ ଏକ ଗଛରେ ଗେଣ୍ଡାଳିଆ ପକ୍ଷୀ ବସିଛନ୍ତି

ରାଜଧାନୀରେ ପ୍ରବଳ ଖରାରେ ଜଣେ ଯୁବତୀ ହାତରେ ଛତା ଧରି ରୋଡ ରେ ଯାଉଛି