ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ  ୧୬,  ୨୦୨୩ )

ଯୁବକମାନେ ପଙ୍କଉଦ୍ଧାର ଏକାଦଶୀ ଉପଲକ୍ଷେ କଟକ, ଚାନ୍ଦନୀ ଚୌକ ଠାରେ ଥିବା ଶ୍ରୀ ଅଷ୍ଟଶମ୍ଭୁ ମନ୍ଦିରରେ ନାଗଦେବତାଙ୍କୁ ମୂର୍ତ୍ତି କୁ ସଫାକରୁଛନ୍ତି

ଏକ ବିକ୍ରେତା ମିଶନ ରୋଡ୍, କଟକ ନିକଟରେ ତରଭୁଜ ବିକ୍ରୀକରିବା ପାଇଁ ସଜାଡୁଛନ୍ତି