ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୩ , ୨୦୨୨)

କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ଉଦ୍ଘାଟନୀ ସମାରୋହ ପୂର୍ବରୁ କଟକ ମହାନଦୀ ରିଙ୍ଗ ରୋଡ ନିକଟରେ ଜଣେ କଳାକାର କାନ୍ଥରେ ଚିତ୍ର ଆଙ୍କୁଛନ୍ତି

 

ବି.କେ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟର ଜଣେ ଛାତ୍ର ଭୁବନେଶ୍ୱରର ପିଏମଜି ସ୍କୋୟାରରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଚିତ୍ର ଆଙ୍କୁଛନ୍ତି