ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬ , ୨୦୨୨)

ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ କେରଳ ପର୍ଯ୍ୟଟନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ

ବିକ୍ଷୋବକାରୀମାନେ ଭୁବନେଶ୍ୱରରେ ପୋଲିସ ବ୍ୟାରେକଡ ଉପରେ ନିଜର ଲୁଗାପଟା ସୁଖାଉଛନ୍ତି

ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀମାନେ ଭୁବନେଶ୍ୱରର ଲୋୱେର ପିଏମଜି ଛକ ଠାରେ ବିକ୍ଷୋବ ଜାରି ରଖିଛନ୍ତି