ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୫ , ୨୦୨୨)

ସୋମବାର ଜ୍ୟୋତି ମୋଟର ନେକ୍ସା ଦ୍ୱାରା ପାହଲରେ ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା ଅଫ୍ ରୋଡିଂ ଡ୍ରାଇଭ୍ କାର୍ଯ୍ୟକ୍ରମ

ଆଗକୁ ଆସୁଛି ବଡ ଦିନ ଚୌଧୁରୀ ବଜ଼ାର ଅଞ୍ଚଳରେ ଥିବା ଦୋକାନ ସମ୍ମୁଖରେ ଗୃହ ସଂଜିତ ଉପକରଣ ଗୁଡିକ ବିକ୍ରୟ ପାଇଁ ଝୁଲାଇ ରଖା ଯାଇଛି

ସୌନ୍ଦର୍ଯ୍ୟକରଣ ପାଇଁ ରାଣୀହାଟ ଛକ ଠାରେ ସିଏମ ପକ୍ଷ୍ୟରୁ ନିର୍ମାଣାଧୀନ ଘଡି