ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୩, ୨୦୨୨)

ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରମାନଙ୍କର ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷା

ପ୍ୟାରୀ ମୋହନ ଏକାଡେମୀରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କର ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷା

ଛାତ୍ରମାନେ ବିଏସଇ , ଓଡିଶା ଦ୍ୱାରା ପରିଚାଳିତ ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷାରେ ଶ୍ରେଣୀଗୃହରେ ପ୍ରବେଶ କରୁଛନ୍ତି

ଶୀତକାଳୀନ ଅଧିବେଶନ ପୂର୍ବରୁ ଭୁବନେଶ୍ୱରର ଓଡିଶା ବିଧାନସଭାରେ ପୋଲିସ ଡିଜି ସୁନୀଲ ବନସଲ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି

ହାପି ଲିଭିଂ ଫାଉଣ୍ଡେସନ ଦ୍ୱାରା ଭୁବନେଶ୍ୱରର ରାମ ମନ୍ଦିରରେ ଦୀପାବଳି ମହୋତ୍ସବ ଅନୁଷ୍ଠିତ ହୋଇଛି