ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୨)

ଭୁବନେଶ୍ୱରର ସତ୍ୟନଗର କାଳୀ ମନ୍ଦିରରେ କାଳୀ ପୂଜା

ଶ୍ରୀମନ୍ଦିର ସମ୍ମୁଖ ରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷ ଉଦ୍ଦେଶ୍ୟ ରେ କାଉଁରିଆ ଜାଳି ଶ୍ରାଦ୍ଧ ତର୍ପଣ କରୁଛନ୍ତି

କାଳିଆବୁଦା ସ୍ଥିତ ସ୍ମସାନ କାଳୀ ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ