ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୦, ୨୦୨୨)

ଖାନଗର ରିଙ୍ଗରୋଡ ପାର୍ଶ୍ୱରେ ମାଟି ଦୀପ କିଣୁଥିବା ଗ୍ରାହକ ମାନେ

ଆସୁଛି ଦୀପାବଳି କଟକ ଚାନ୍ଦିନୀଚୋୖକ ପୂଜା ମଣ୍ଡପରେ ମା ଶ୍ୟାମ କାଳୀ ମୁର୍ମୟୀ ପ୍ରତିମା ଙ୍କୁ ରଙ୍ଗ ତୁଳିରେ ଶେଷ ସ୍ପର୍ଶ ଦେଉଥିବା ଶିଳ୍ପୀ

କାଠଯୋଡ଼ି ନଦୀ ପୋଲ ପାର୍ଶ୍ୱରେ ବିକ୍ରୟ ପାଇଁ ରଖାଯାଇଥିବା କାଉଁରିଆ କାଠି କିଣୁଥିବା ଯୁବକ

କଟକ ଖାନଗର ଅଞ୍ଚଳରେ ଦୀପାବଳିରେ ପୂଜା ହେଉଥିବା ପାରମ୍ପରିକ ଚିନି ମିଠା ପ୍ରସ୍ତୁତ କରୁଥିବା ବ୍ୟବସାୟୀ