ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୯, ୨୦୨୨)

ଭୁବନେଶ୍ୱର ରାଜଧାନୀ ସଚିବାଳୟ ମାର୍ଗରେ ପ୍ରବଳ ବର୍ଷା

ମହମ୍ମଦଙ୍କ ଜୟନ୍ତୀ (ଇଦ- ଏ -ମିଲଦ )ଅବସର ରେ ମୁସଲିମି  ସମାଜର ଶୋଭାଯାତ୍ରା

ଦୋଳମୁଣ୍ଡାଇ ଚନ୍ଦନ ପଡିଆ ପରିସରରେ ଥିବା ଫାଷ୍ଟଫୂଡ଼ ଓ ଦହିବରା ଆଳୁଦମ ବିକ୍ରୟ ସ୍ଥଳ ଠାରୁ ୧୦ ମିଟର ଦୂର ରାସ୍ତା ଉପରେ ଗଦା ଯାଉଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା