ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୬ , ୨୦୨୦)

ଭରତ ବନ୍ଧ: ବାଦାମବାଡି ବସ୍ ଷ୍ଟାଣ୍ଡ ପାଖ ରାସ୍ତା ଜନ ଶୂନ୍ୟ

ବାଦାମବାଡି ବସ୍ ଷ୍ଟାଣ୍ଡ ରୁ ଗନ୍ତବ୍ୟ ପଥକୁ ଯିବା ପାଇଁ ଲୋକ ମାନେ ଛିଡାହୋଇଛନ୍ତି

କଟକସ୍ଥିତ ଓମପି ଓଭରବ୍ରିଜ୍ ପାଖରେ ବହୁତ କମ ଲୋକ ଯିବା ଆସିବା କରୁଛନ୍ତି