ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୫, ୨୦୨୨)

ଥୋରୀଆ ସାହି ଅଞ୍ଚଳ ରେ କୋଲକାତା ରୁ ଆସିଥିବା ଗଙ୍ଗା ମାଟି ରେ ନିର୍ମିତ ଗଣେଶ ମୁର୍ମୟୀ ପ୍ରତିମା କିଣୁଥିବା ଗ୍ରାହକ

କାଠଗଡ଼ା ସାହି (ରଣା ସାହି ) ଅଞ୍ଚଳ ରେ ଶିଳ୍ପୀ ଲଷ୍ମୀଧର ରଣା ଙ୍କ ଦ୍ୱାରା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଙ୍କ ୭ ଫୁଟ ଉଚ୍ଛା ର ବ୍ରୋଞ୍ଜ ପ୍ରତିମୁର୍ତି ନିର୍ମାଣ କରୁଛନ୍ତି

ବରପଥର କେନାଲ ରୋଡର ଦୂରବସ୍ଥା