ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୮, ୨୦୨୨)

ରେଡକ୍ରସର ସଦସ୍ୟମାନେ ଓଡିଶାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ପ୍ୟାକ୍ କରୁଛନ୍ତି

 

ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ ର ତୁଳସିପୁର ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାଧାକୃଷ୍ଣ ବେଶ ପ୍ରତିଯୋଗିତା ରେ ଭାଗ ନେଇଥିବା ପିଲାମାନେ

 

ଜନମାଷ୍ଟମୀରେ କଟକସ୍ଥିତ ଚୌଧରୀ ବଜାର ଗୋପାଳ ଜୀଉ ମନ୍ଦିରରେ ଭକ୍ତମାନେ ଭିଡ଼ ଜମାଇଛନ୍ତି

 

ଭୁବନେଶ୍ୱରର ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଜନମାଷ୍ଟମୀ ପାଳନ କରୁଛନ୍ତି

ୟୁନିଟ୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଅବସରରେ କୁନି କୁନି ଶିଶୁ ମାନେ କୃଷ୍ଣ ରାଧା ବେଶ ହୋଇ ବସିଛନ୍ତି