ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧, ୨୦୨୨)

ବିଧାନ ସଭାରେ ବିରୋଧୀ ଙ୍କ ପ୍ରଶ୍ନ ସମୟରେ ହୋହାଲ୍ଲା

୭ଦଫା ଦାବିରେ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟନ ଛକରେ ଆନ୍ଦୋଳନ

କଳିଙ୍ଗ ଷ୍ଟାଡିୟମରେ ୬୮୯୧ ନୂତନ ଭାବରେ ନିଯୁକ୍ତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱରର ଜୟଦେବ ବିହାର ରାସ୍ତାରେ ପ୍ରବଳ ବର୍ଷା