ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୨, ୨୦୨୨)

ରାଜମହଲ ଛକ ଠାରେ  କଂଗ୍ରେସର ବିକ୍ଷୋଭ

ସହରରେ ସତର୍କତା ଅବଲମ୍ବନ ପାଇଁ ବିଏମସି ତିନୋଟି ନୂତନ ବୁଷ୍ଟର ଡୋଜ଼ କେନ୍ଦ୍ର ଆରମ୍ଭ କରିଥିବାବେଳେ ଏସପ୍ଲାନେଡ୍ ମଲର ପ୍ରବଳ ଭିଡ

ସମସ୍ତ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର  ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭୁବନେଶ୍ୱର ପକ୍ଷରୁ ମାଷ୍ଟ୍ରର କ୍ୟାଣ୍ଟିନ ଛକରେ ବିକ୍ଷୋଭ