ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୧, ୨୦୨୨)

ରାଜ୍ୟର ଉଛ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଗିଙ୍ଗ ଓ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏବିଭିପି ପକ୍ଷରୁ ଭୁବନେଶ୍ୱରର ପିଏମଜି ଛକଠାରେ ବିକ୍ଷୋଭ

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ରେ ଜ଼ିଲ୍ଲାପାଳ ଅଫିସ ସମ୍ମୁଖରେ କଟକ ନଗର ଜ଼ିଲ୍ଲା ମହିଳା କଂଗ୍ରେସ ପକ୍ଷ୍ୟରୁ ବିକ୍ଷୋଭ

ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିଷିଦ୍ଧ ଆଦେଶ କୁ ପ୍ରତ୍ୟାହାର କରିବା ଦାବି ନେଇ ଜ଼ିଲ୍ଲାପାଳ ଅଫିସ ସମ୍ମୁଖରେ ଛାତ୍ର ସମାଜ ଓଡିଶା ପକ୍ଷ୍ୟରୁ ବିକ୍ଷୋଭ