ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୦ , ୨୦୨୨)

ମୁସଲମାନ ମାନେ ଇଦ୍-ଉଜ-ଜୁହା ପର୍ବ ଅବସରରେ କଟକସ୍ଥିତ ସତୀଚଉରା ନିକଟସ୍ଥ ସନିକଟ ଇଘା ଠାରେ ପ୍ରାଥନା କରୁଛନ୍ତି

କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ରାଧାରାମାନ କ୍ଲବ ବନାମ ପୂର୍ବ ତଟ ରେଳ ମଧ୍ୟରେ ଫୁଟବଲ ଲିଗ୍ ମ୍ୟାଚ୍

ଗ୍ରାହକମାନେ କଟକସ୍ଥିତ ଜୋବ୍ରା ରାସ୍ତା ନିକଟରେ ଜାମୁକୋଳି କିଣୁଛନ୍ତି

କଟକସ୍ଥିତ ମାତା ମଠରେ ରାସ୍ତା ଭାଙ୍ଗିଯାଇ ଗଭୀର ଗାତ ସୃଷ୍ଟି ହୋଇଛି

ବର୍ଷାଯୋଗୁ କଟକସ୍ଥିତ ଜୋବ୍ରା ଆନିକଟରେ ମହାନାଦୀର କାଦୁଆ ଜଳ ପ୍ରବାହିତ ହୋଉଛି