ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩, ୨୦୨୨)

ଗୁଣ୍ଡିଚା ମନ୍ଦିର ରେ ଆଡ଼ପ ଦର୍ଶନ ଓ ଆଡ଼ପ ଅଭଡ଼ା

ବିଯେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦୋଷୀ ଙ୍କୁ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବିରେ ଅଖିଳ ଭାରତୀୟ ଛାତ୍ର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟୀନ ଛକରେ ବୀକ୍ଷବ ପ୍ରଦର୍ଶନ

ଖଣ୍ଡଗିରି ଓ ବରମୁଣ୍ଡା ମଝି ବ୍ରିଜରେ ଏକ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରୋଡ ଉପରେ ପଡିଛି