ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୯ , ୨୦୨୦)

ଲକ୍‌ଡାଉନର ୨ୟ ଦିନରେ ରବିବାର ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ

କଟକ ଡିସିପି ଅଫିସରେ ନୂତନ ଡିସିପି (ବାମରୁ) ପ୍ରତୀକ ସିଂ ଓ ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ବସିଛନ୍ତି।

ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନରେ ଆରପିଏଫ ପୋଲିସ ଯାତ୍ରୀମାନଙ୍କୁ ସାମାଜିକ ଦୂରତା ରଖି ବସିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ସଚେତନତା କରୁଛି